ଓଡ଼ିଶାମୁଖ୍ୟ ଖବରରାଜନୀତିସାକ୍ଷାତକାରସ୍ୱତନ୍ତ୍ର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ୫ ଦିନିଆ ଦିଲ୍ଲୀ ଗସ୍ତ

କିଛି ଗୁରୁତ୍ତ୍ୱପୂର୍ଣ୍ଣ ଅଗ୍ରଗତିର ହେବ ସମୀକ୍ଷା

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ୫ ଦିନିଆ ଦିଲ୍ଲୀ ଗସ୍ତ । ଆଜିଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ । ଏପ୍ରିଲ ୩୦ରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ମାନଙ୍କ ବୈଠକ ଏବଂ ସାରା ଦେଶର ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ବୈଠକରେ ଯୋଗ ଦେବେ । କିଛି ଗୁରୁତ୍ତ୍ୱପୂର୍ଣ୍ଣ ଅଗ୍ରଗତିର ସମୀକ୍ଷା କରିବା ସହ କିଛି କେନ୍ଦ୍ରମନ୍ତ୍ରୀ ନବୀନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ହାଇକୋର୍ଟର ମୁଖ୍ୟ ଜଷ୍ଟିସଙ୍କ ସମ୍ମିଳନୀ, ପରେ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ବିଚାରପତିଙ୍କ ମିଳିତ ସମ୍ମିଳନୀ ଦୀର୍ଘ ୬ ବର୍ଷର ବ୍ୟବଧାନ ପରେ ଆୟୋଜିତ ହେବାକୁ ଯାଉଛି । ସେହିପରି ୩ ତାରିଖ ଅପରାହ୍ନ ୧.୩୦ ରେ ଭୂହନେଶ୍ୱର ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Show More

Related Articles

Back to top button