Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧନ କରିବେ । କୋଭିଡ଼ ସ୍ଥିତି ଓ ପାର୍ବଣ ସଂପର୍କରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କିଛି କହିପାରନ୍ତି ବୋଲି ଜଣାପଡିଛି ।

ଆଜି ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧନ କରିବେ । କୋଭିଡ଼ ସ୍ଥିତି ଓ ପାର୍ବଣ ସଂପର୍କରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କିଛି କହିପାରନ୍ତି ବୋଲି ଜଣାପଡିଛି ।

ରାଜ୍ୟରେ କରୋନା ସଂଖ୍ୟା କମିବାରେ ଲାଗିଛି । ଏସବୁ ଭିତରେ ପାର୍ବଣର ଋତୁ ରହିଥିବାରୁ କିପରି ସମସ୍ତେ ସୁସ୍ଥ ଓ ସଚେତନ ରହିବେ ସେନେଇ ରାଜ୍ୟବାସୀଙ୍କୁ ସଚେତନ କରିବେ ।

କରୋନା ନିୟନ୍ତ୍ରଣ ସତ୍ତ୍ୱେ ବିକାଶର ଧାରାକୁ ଜାରି ରଖିଥିବା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱାଧୀନ ସରକାର ଲୋକଙ୍କ ବିଶ୍ୱାସକୁ ବଳବତ୍ତର ରଖିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏହି ସମ୍ବୋଧନ ଆଉ ବିଶେଷ କିଛି କହିପାରନ୍ତି ।

Show More

Related Articles

Back to top button