Breaking PLUSଦେଶମୁଖ୍ୟ ଖବର

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

ଭୁବନେଶ୍ୱର-ସିବିଆଇ ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ସିବିଆଇ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି।
ସନ୍ଦେଶଖାଲି ମାମଲାରେ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ସିବିଆଇ ଚଢ଼ାଉ କରିଛି। ଅନେକ ସନ୍ଦିଗ୍ଧ ଅଭିଯୁକ୍ତ ସିବିଆଇ ରାଡାରରେ ଅଛନ୍ତି। ଏଥି ସହିତ ବିଦେଶରୁ ଉଦ୍ଧାର ହୋଇଥିବା ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକୁ ନେଇ ସନ୍ଦେହ ଘେରରେ ରହିଛି। ଏହି ମାମଲାରେ ୩ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ଅସ୍ତ୍ରଶସ୍ତ୍ରର ପୁନରୁଦ୍ଧାର ସହିତ ସିବିଆଇ ମଧ୍ୟ ନଗଦ ଟଙ୍କା ଜବତ କରିଛି।

Show More

Related Articles

Back to top button