Breaking PLUSଓଡ଼ିଶାମୁଖ୍ୟ ଖବର

କ୍ୟାପିଟାଲ ହସ୍ପିଟାଲ ସଫେଇ କର୍ମଚାରୀଙ୍କ ଧାରଣା

ଭୁବନେଶ୍ୱର: ସଠିକ୍‌‌ ସମୟରେ ଦରମା ଦେବାକୁ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି କ୍ୟାପିଟାଲ ହସ୍ପିଟାଲର ସଫେଇ କର୍ମଚାରୀ ଓ ସୁରକ୍ଷାକର୍ମୀ। ଦରମା ମିଳିବାରେ ବିଳମ୍ବ ଏବଂ ରୋଗୀଙ୍କ ସମ୍ପର୍କୀୟ ମାନେ ମାଡ ମାରୁଥିବା ସୁରକ୍ଷାକର୍ମୀମାନେ ଅଭିଯୋଗ କରିଛନ୍ତି। ଆନ୍ଦୋଳନ ଯୋଗୁ ସକାଳୁ ହସ୍ପିଟାଲ ପରିସରରେ ସଫେଇ ହୋଇଥିବା ଭଳି ସମସ୍ୟା ଉପୁଜିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button