Breaking PLUSଓଡ଼ିଶାମୁଖ୍ୟ ଖବର

ଏପ୍ରିଲ ୩୦ ସୁଦ୍ଧା ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ମରାମତି କାର୍ଯ୍ୟ ଶେଷ ହେବ

କଟକ/ପୁରୀ, ୧୮ ଜାନୁଆରୀ – ଅପ୍ରେଲ ୩୦ ତାରିଖ ସୁଦ୍ଧା ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ମରାମତି କାର୍ଯ୍ୟଶେଷ ହେବ । ହାଇକୋର୍ଟଙ୍କୁ ଏହା ଜଣାଇଛନ୍ତି ଆମିକସ୍ କ୍ୟୁରି ଏନ. କେ. ମହାନ୍ତି । ମୌଖିକ ଭାବେ ସେ ଏହି କଥା କୋର୍ଟଙ୍କୁ ଜଣାଇଛନ୍ତି । ଏନେଇ ଆସନ୍ତା ଏକ ସପ୍ତାହ ମଧ୍ୟରେ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ସପ୍ତାହରେ ମାମଲାର ପରବର୍ତୀ ଶୁଣାଣି ହେବ ।
ଆମିକସ୍ କ୍ୟୁରି ଆହୁରି ମଧ୍ୟ କହିଛନ୍ତି ଯେ, ମରାମତି ପାଇଁ ବିମ୍ ଡିଜାଇନ୍ ଚୂଡ଼ାନ୍ତ ହୋଇଛି ।

Show More

Related Articles

Back to top button