Breaking PLUSଓଡ଼ିଶାମୁଖ୍ୟ ଖବର

ସାଢେ ୧୧ଟା ସୁଦ୍ଧା ୩ ସହରର ପାରଦ ୩୬ ଡିଗ୍ରୀ ଉପରେ

ଭୁବନେଶ୍ଵର: ୩ ଦିନର ସାମାନ୍ୟ ଆଶ୍ଵସ୍ତି ପରେ ଆଜି ପୁଣି ବଢିଛି ତାତି। ସାଢେ ୧୧ଟା ସୁଦ୍ଧା ୩ ସହରର ପାରଦ ୩୬ ଡିଗ୍ରୀ ଉପରେ ରହିଛି। ଚାନ୍ଦବାଲିରେ ୩୬.୮, ବାଲେଶ୍ଵରରେ ୩୬.୪ ଓ ଭୁବନେଶ୍ଵରରେ ପାରଦ ୩୬.୨ ରେକର୍ଡ ହୋଇଛି। ସେହିପରି ଗୋପାଳପୁର ୩୪.୬, କେନ୍ଦୁଝର ୩୪ ଡିଗ୍ରୀ , ପୁରୀ ୩୩.୮ ଡିଗ୍ରୀ , ପାରାଦୀପ ୩୩.୪ ଡିଗ୍ରୀ, ଝାରସୁଗୁଡା ୩୩.୪ ଡିଗ୍ରୀ, ରାଉରକେଲା ୩୨.୬ ଡିଗ୍ରୀ , ସମ୍ବଲପୁର ୩୨.୪ ଡିଗ୍ରୀ ଏବଂ ହୀରାକୁଦରେ ୩୨.୨ ଡିଗ୍ରୀ ରେକର୍ଡ ହୋଇଛି। ଅନ୍ୟପଟେ ଆସନ୍ତା ୧୫ ଏବଂ ୧୬ ତାରିଖ ପାଇଁ ହିଟ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

Show More

Related Articles

Back to top button