Breaking PLUSଓଡ଼ିଶାମୁଖ୍ୟ ଖବର

ଲୋୟର ପିଏମଜିରେ ବସ୍ ମାଲିକଙ୍କ ହଲ୍ଲାବୋଲ୍

ଭୁବନେଶ୍ୱର- ରାଜଧାନୀରେ ବସ୍ ମାଲିକ ମାନଙ୍କର ଗର୍ଜନ । ଲକ୍ଷ୍ମୀ ବସ୍ ଯୋଜନାକୁ ବିରୋଧ କରି ହଲ୍ଲାବୋଲ୍ । ଲୋୟର ପିଏମ୍‌ଜିରେ ଆଜି ବସ୍‌ ମାଲିକ ସଫଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଲକ୍ଷ୍ମୀ ବସ୍‌ ଯୋଜନାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

Show More

Related Articles

Back to top button