Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀରେ ଭୁଶୁଡିଲା କୋଠା, ଜଣେ ମୃତ

ନୂଆଦିଲ୍ଲୀ: ଦିଲ୍ଲୀରେ ବୁଧବାର ଏକ ବଡ଼ ଅଘଟଣ ଘଟିଛି। ଗୁରୁଦ୍ୱାରା ରୋଡ କୋଟଲା ମୁବାରକପୁରରେ ଏକ କୋଠା ଭୁଶୁଡ଼ି ପଡ଼ିଛି। ଦୁର୍ଘଟଣାରେ ୪ଜଣ ଶ୍ରମିକ ବିଲ୍ଡିଂରେ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ବାକି ତିନିଜଣଙ୍କୁ ଖୋଜାଖୋଜି ଜାରି ରହିଛି। ବର୍ତ୍ତମାନସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ। ପୁଲିସ ଶ୍ରମିକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।

Show More

Related Articles

Back to top button