Breaking PLUSଓଡ଼ିଶାମୁଖ୍ୟ ଖବର

ବିଦ୍ୟୁତ ଆଘାତରେ ଚାଲିଗଲା ଭାଇର ଜୀବନ, ଭଉଣୀ ଓ ବାପା ଗୁରୁତର

ଭଉଣୀ ରାକ୍ଷୀର ମାନ ରଖିଲା ଭାଇ । ଭଉଣୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲା ଭାଇ । ଘଟାଣାଟି ହେଉଛି କଳାହାଣ୍ଡି ଭବାନୀପାଟଣା ଭବାନୀପାଟଣା ପରମାନନ୍ଦପୁର ଗାଁର ।

ଭଉଣୀ ରାକ୍ଷୀର ମାନ ରଖିଲା ଭାଇ । ଭଉଣୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲା ଭାଇ । ଘଟାଣାଟି ହେଉଛି କଳାହାଣ୍ଡି ଭବାନୀପାଟଣା ଭବାନୀପାଟଣା ପରମାନନ୍ଦପୁର ଗାଁର । ଭଉଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଭାଇର ମୃତ୍ୟୁ ହୋଇଥିବା ସୂଚନା । ଘଟଣାରେ ଭାଇର ମୃତ୍ୟୁ ହୋଇଥିବା ବେଳେ ବାପା ଓ ଭଉଣୀ ଗୁରୁତର ହୋଇଛନ୍ତି ।

ସୂଚନା ଅନୁସାରେ, ଭଉଣୀର ଜୀବନ ରକ୍ଷା କରିବାକୁ ଯାଇ ଭାଇର ମୃତ୍ୟୁ ହୋଇଥିବା ବେଳେ ବାପା ଓ ଭଉଣୀ ଗୁରୁତର ହୋଇଛନ୍ତି । ମୃତକ ହେଉଛନ୍ତି ପରମାନ୍ଦ ଗାଁର ଭୁଜବଳ ବୈଶାଲ । ଛାତ ଉପରେ ଲୁଗା ଶୁଖାଇବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ ମୃତକଙ୍କ ଭଉଣୀ । ଆଖି ଆଗରେ ଭଉଣୀର ଛଟପଟ ହେଉଥିବା ବେଳେ ଭଉଣୀର ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲା । ଏବଂ ଭଉଣୀଙ୍କୁ ବଞ୍ଚାଇବାକୁ ଯାଇ ଭାଇ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ ।

ତେବେ ଘଟଣାରେ ଭାଇର ମୃତ୍ୟୁ ହୋଇଥିବା ବେଳେ ବାପା ଓ ଭଉଣୀ ଗୁରୁତର ହୋଇଥିଲେ । ଏବଂ ଗୁରୁତର ଅବସ୍ଥାରେ ସେମାନଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପରିବାର ଲୋକେ ବିଦ୍ୟୁତ୍ ବିଭାଗର ଅବହେଳା ପାଇଁ ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ।

Show More

Related Articles

Back to top button