Breaking PLUSଓଡ଼ିଶାମୁଖ୍ୟ ଖବର

ପୋଖରୀରେ ବୁଡ଼ି ଭାଇଭଉଣୀଙ୍କ ମୃତ୍ୟୁ

ବାରିପଦା- ବାରିପଦାରେ ଅଘଟଣ । ପୋଖରୀରେ ବୁଡ଼ି ଭାଇଭଉଣୀଙ୍କ ମୃତ୍ୟୁ ହୋଇଛି । ସଦର ଥାନା ମହୁଲିଆ ଗାଁ ମାଝୀସାହିରେ ଏଭଳି ଅଘଟଣ ଘଟିଛି । ମୃତ ଭାଇଭଉଣୀଙ୍କ ବୟସ ୨ ଓ ୬ ବର୍ଷ ହୋଇଥିବା ଜଣାପଡିଛି । ଗତକାଲି ଗାଧୋଇବା ବେଳେ ବୁଡ଼ିଯାଇଥିଲେ ୨ ଶିଶୁ । ଆଜି ଦମକଳବାହିନୀ ଦ୍ୱାରା ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହାପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Show More

Related Articles

Back to top button