Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

କାଲି ବିଜେପି ମୁଖ୍ୟାଳୟରେ ପିଏମ ମୋଦିଙ୍କ ଭବ୍ୟ ସ୍ୱାଗତ କରିବ ବିଜେପି ମହିଳା ମୋର୍ଚ୍ଚା

ନୂଆଦିଲ୍ଲୀ: ଆସନ୍ତାକାଲି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରାଯିବ ସ୍ୱାଗତ ଏବଂ ଅଭିନନ୍ଦନ । କାଲି ପୂର୍ବାହ୍ନ 9ଟାରେ ବିଜେପି ମୁଖ୍ୟାଳୟରେ ଏହି ସ୍ୱାଗତ ସମାରୋହ ଆୟୋଜିତ ହେବ । ସଂସଦରେ ନାରୀ ଶକ୍ତି ବନ୍ଦନ ସଂରକ୍ଷଣ ବିଲ୍ ପାସ ହେବା ପରେ ବିଜେପି ପକ୍ଷରୁ ଏହି ବଡ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି । ଏହି କାର୍ଯ୍ୟକ୍ରମରେ ବିଜେପିର ସମସ୍ତ ମହିଳା ମନ୍ତ୍ରୀ ଏବଂ ସାଂସଦ ଉପସ୍ଥିତ ରହିବେ ।

Show More

Related Articles

Back to top button