Breaking PLUSଓଡ଼ିଶାମୁଖ୍ୟ ଖବର

ଦଳୀୟ ନେତାଙ୍କୁ ଗୁରୁ ମନ୍ତ୍ର ଦେଲେ ବିଜେପି ରାଜ୍ୟ ପ୍ରଭାରୀ

ଭବାନୀପାଟଣା: ବିଜେପିର ରାଜ୍ୟ ପ୍ରଭାରୀ ବିଜୟ ସିଂହ ତୋମର ରବିବାର ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। କଳାହାଣ୍ଡି ଲୋକସଭା କ୍ଷେତ୍ର ଅନ୍ତର୍ଗତ କଳାହାଣ୍ଡି ଓ ନୂଆପଡ଼ା ଜିଲାର ୭ଟି ବିଧାନସଭା କ୍ଷେତ୍ରର ନେତୃବର୍ଗ, ଲୋକସଭା, ବିଧାନସଭା ପ୍ରାର୍ଥୀ ଏଥିରେ ଯୋଗଦେଇଥିଲେ। ନିର୍ବାଚନରେ କିଭଳି ସଫଳତା ପାଇହେବ, ପ୍ରତିପକ୍ଷକୁ କିଭଳି ମାତ୍ ଦେଇହେବ, ଏଥିସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ନିଜ ନାମରେ ଶ୍ରେୟ ନେଉଥିବା ବିଷୟ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଶ୍ରୀ ତୋମର ଗୁରୁମନ୍ତ୍ର ଦେଇଛନ୍ତି।

Show More

Related Articles

Back to top button