Breaking PLUSଓଡ଼ିଶାମୁଖ୍ୟ ଖବର
ଆଜିଠୁ ରାଜ୍ୟରେ ଆରମ୍ଭ ହେବ ପକ୍ଷୀଗଣନା
ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପକ୍ଷୀଗଣନା ଆରମ୍ଭ ହୋଇଛି । ବାଲେଶ୍ୱର ଜିଲ୍ଲା ନୀଳଗିରିର କୁଳଡିହା ଅଭ୍ୟାୟାରଣରେ ପକ୍ଷୀ ଗଣନା ନିମନ୍ତେ ତିନୋଟି ଟିମର ଗଠନ କରାଯାଇଛି
ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପକ୍ଷୀଗଣନା ଆରମ୍ଭ ହୋଇଛି । ବାଲେଶ୍ୱର ଜିଲ୍ଲା ନୀଳଗିରିର କୁଳଡିହା ଅଭ୍ୟାୟାରଣରେ ପକ୍ଷୀ ଗଣନା ନିମନ୍ତେ ତିନୋଟି ଟିମର ଗଠନ କରାଯାଇଛି । ସେହିପରି ବ୍ରହ୍ମଗିରି ରେଂଜରେ ମଧ୍ୟ ପକ୍ଷୀ ଗଣନା ନିମନ୍ତେ ଚାରୋଟି ଟିମ ଗଠନ କରାଯାଇଛି । ଏହା ସହ ରାଇରଙ୍ଗପୁର, ବାରିପଦା ଆଦି ସ୍ଥାନରେ ମଧ୍ୟ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପକ୍ଷୀ ଗଣନା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ।