Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ ରାଜ୍ୟରେ ଆରମ୍ଭ ହେବ ପକ୍ଷୀଗଣନା

ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପକ୍ଷୀଗଣନା ଆରମ୍ଭ ହୋଇଛି । ବାଲେଶ୍ୱର ଜିଲ୍ଲା ନୀଳଗିରିର କୁଳଡିହା ଅଭ୍ୟାୟାରଣରେ ପକ୍ଷୀ ଗଣନା ନିମନ୍ତେ ତିନୋଟି ଟିମର ଗଠନ କରାଯାଇଛି

ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପକ୍ଷୀଗଣନା ଆରମ୍ଭ ହୋଇଛି । ବାଲେଶ୍ୱର ଜିଲ୍ଲା ନୀଳଗିରିର କୁଳଡିହା ଅଭ୍ୟାୟାରଣରେ ପକ୍ଷୀ ଗଣନା ନିମନ୍ତେ ତିନୋଟି ଟିମର ଗଠନ କରାଯାଇଛି । ସେହିପରି ବ୍ରହ୍ମଗିରି ରେଂଜରେ ମଧ୍ୟ ପକ୍ଷୀ ଗଣନା ନିମନ୍ତେ ଚାରୋଟି ଟିମ ଗଠନ କରାଯାଇଛି । ଏହା ସହ ରାଇରଙ୍ଗପୁର, ବାରିପଦା ଆଦି ସ୍ଥାନରେ ମଧ୍ୟ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପକ୍ଷୀ ଗଣନା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ।

Tags
Show More

Related Articles

Leave a Reply

Your email address will not be published. Required fields are marked *

Back to top button
Close