ଦେଶ ବିଦେଶ

ଭାରତ-ଚୀନ ସୀମା ବିବାଦ; ସରକାରୀ ସ୍ତରୀୟ ବାର୍ତ୍ତାଳାପ ବିଫଳ ହେଲେ ସୈନ୍ୟ ବିକଳ୍ପ ପ୍ରସ୍ତୁତ

ଏଲଏସିରେ ଭାରତ-ଚୀନ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍ ଏକ ବଡ଼ ବୟାନ ଦେଇଛନ୍ତି।

ନୂଆଦିଲ୍ଲୀ : ଏଲଏସିରେ ଭାରତ-ଚୀନ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଲଦାଖରେ ଚୀନ ସେନାର ଅନୁପ୍ରବେଶକୁ ବରଦାସ୍ତ କରାଯିବ ନାହିଁ। ଯଦି ବାର୍ତ୍ତାଳାପ ବିଫଳ ହୁଏ ତେବେ ସୈନ୍ୟ ବିକଳ୍ପ ରହିଛି। ଏହି ପ୍ରସଙ୍ଗକୁ ବାର୍ତ୍ତାଳାପ ମାଧ୍ୟମରେ ସମାଧାନ କରିବାକୁ ସରକାରଙ୍କ ଚେଷ୍ଟା ରହିଛି। ତେବେ ପୂର୍ବ ଲଦାଖରେ ସେନା ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ଥିବା ନେଇ ସେ ଇସାରା ଦେଇଛନ୍ତି। ଜେନେରାଲ ରାୱତ କହିଛନ୍ତି ଯେ, ସରକାର ଶାନ୍ତିପୂର୍ଣ୍ଣ ଉପାୟରେ ମାମଲାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି।

Show More

Related Articles

Back to top button