Breaking PLUSମନୋରଞ୍ଜନମୁଖ୍ୟ ଖବର

ପ୍ରଯୋଜକଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ, ମହିଳାଙ୍କ ଅଭିଯୋଗ ୩ ଥର କରିଛନ୍ତି ଦୁଷ୍କର୍ମ ।

ବଲିଉଡ୍‌ର ଜଣାଶୁଣା ପ୍ରଯୋଜକଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ । ପ୍ରଖ୍ୟାତ ପ୍ରଯୋଜକ ଭୂଷଣ କୁମାରଙ୍କ ନାଁରେ ଜଣେ ୩୦ ବର୍ଷୀୟ ମହିଳା ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ । ଭୂଷଣଙ୍କ ନାଁରେ ପୋଲିସ୍ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

ବଲିଉଡ୍‌ର ଜଣାଶୁଣା ପ୍ରଯୋଜକଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ । ପ୍ରଖ୍ୟାତ ପ୍ରଯୋଜକ ଭୂଷଣ କୁମାରଙ୍କ ନାଁରେ ଜଣେ ୩୦ ବର୍ଷୀୟ ମହିଳା ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ । ଭୂଷଣଙ୍କ ନାଁରେ ପୋଲିସ୍ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଧାରା ୩୭୬, ୪୨୦ ଓ ୫୦୬ ରେ ମାମଲା ରୁଜୁ କରାଯାଇ ପୁଲିସ୍ ଘଟଣାର ତଦନ୍ତ କରୁଥିବା ବେଳେ ଭୂଷଣ କୁମାର ଏବେ ମୁମ୍ବାଇରେ ନଥିବା ଜଣାପଡ଼ିଛି। ୨୦୧୭ରୁ ୨୦୨୦ ଅଗଷ୍ଟ ଭିତରେ ଜଣେ ମହିଳାଙ୍କୁ ଭୂଷଣ କୁମାର ୩ ଥର ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ମହିଳା । ଏହା ସହିତ ଘଟଣା ସଂପର୍କରେ କାହାକୁ କିଛି ନ କହିବାକୁ ମହିଳାଙ୍କୁ ଧମକ ଦେଇଥିଲେ ଭୂଷଣ କୁମାର । ସୂଚନା ଅନୁସାରେ ବଲିଉଡ୍ ରେ ମି’ଠୁ ଅଭିଯୋଗ ବେଳେ ଭୂଷଣ ଙ୍କ ନାଁ ସାମ୍ନାକୁ ଆସିଥିଲ । ତାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା । ଜଣେ ଅଭିନେତ୍ରୀ ତାଙ୍କ ନାଁରେ ଏଭଳି ଅଭିଯୋଗ ଆଣିଥିଲେ । ତେବେ ସେତେବେଳେ ଭୂଷଣଙ୍କ ନାମରେ ଆସିଥିବ ଅଭିଯୋଗକୁ ସେ ଖଣ୍ଡନ କରିଥିଲେ ।

Show More

Related Articles

Back to top button