Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ବ୍ଲକ କନିଷ୍ଠ ଯନ୍ତ୍ରୀ

ଆଜି ଭୁବନେଶ୍ୱର ବ୍ଲକ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନଙ୍କ ଘରେ ଓ ଅଫିସରେ ଭିଜିଲାନ୍ସ ପକ୍ଷରୁ ଚଢଉ ଚାଲିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍ ହେଉଛି ।

ଆଜି ଭୁବନେଶ୍ୱର ବ୍ଲକ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନଙ୍କ ଘରେ ଓ ଅଫିସରେ ଭିଜିଲାନ୍ସ ପକ୍ଷରୁ ଚଢଉ ଚାଲିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍ ହେଉଛି ।

ଶୁଭେନ୍ଦୁଙ୍କ ଖଣ୍ଡଗିରି ହାଉସିଂବୋର୍ଡ କଲୋନୀ ସ୍ଥିତ ଘର, କାକଟପୁର ଶ୍ରୀଚନ୍ଦନପୁର ସ୍ଥିତ ପୈତୃକ ଘର ଓ ଅଫିସରେ ଏକ ସଙ୍ଗରେ ଚଢଉ ଚାଲିଛି । ଚଢଉ ଜାରି ରହିଥିବାରୁ ମୋଟ ସମ୍ପତ୍ତିର ଆକଳନ ହୋଇପାରିନାହିଁ ।

Show More

Related Articles

Back to top button