ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ନିୟମିତ କଞ୍ଚା ପିଆଜ ଖାଇବା ଦ୍ୱାରା ଶରୀରକୁ କେଉଁସବୁ ଫାଇଦା ମିଳିଥାଏ

ଆସନ୍ତୁ ଜାଣିବା- କଞ୍ଚା ପିଆଜ ଦୈନିକ ଜୀବନର ଖାନପନାର ଅଭିନ୍ନ ଅଙ୍ଗ ଅଟେ l ଖସକରି ବଦଳୁଥିବା ଜଳବାୟୁ ଓ ଏହି ସମୟରେ କରୋନା ମହାମାରୀର ଆତଙ୍କ ଯୋଗୁ ଆପଣଙ୍କର ରୋଗ ପ୍ରତିରୋଧକ କ୍ଷମତା ବଢ଼ିବାରେ ସାହାଯ୍ୟ କରେ l ଆଜି ଆସନ୍ତୁ ଜାଣିବା କଞ୍ଚା ପିଆଜ ଖାଇବା ଦ୍ୱାରା ଅପାଙ୍କ ଶରୀରକୁ କି ଲାଭ ମିଳିଥାଏ l

କଞ୍ଚା ପିଆଜ ଦୈନିକ ଜୀବନର ଖାନପନାର ଅଭିନ୍ନ ଅଙ୍ଗ ଅଟେ l ଖସକରି ବଦଳୁଥିବା ଜଳବାୟୁ ଓ ଏହି ସମୟରେ କରୋନା ମହାମାରୀର ଆତଙ୍କ ଯୋଗୁ ଆପଣଙ୍କର ରୋଗ ପ୍ରତିରୋଧକ କ୍ଷମତା ବଢ଼ିବାରେ ସାହାଯ୍ୟ କରେ l ଆଜି ଆସନ୍ତୁ ଜାଣିବା କଞ୍ଚା ପିଆଜ ଖାଇବା ଦ୍ୱାରା ଅପାଙ୍କ ଶରୀରକୁ କି ଲାଭ ମିଳିଥାଏ l

* ପିଆଜ ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢାଇବାର କାମ କରିଥାଏ l କାରଣ ପିଆଜର ଫସଫରସ ,ମ୍ୟାଗନେସିୟମ ,ପୋଟାସିୟମ ଓ ଭିଟାମିନ-ସି ର ଗୁଣ ରହିଛି l ଏହା ଆମ ଶରୀରକୁ ନିରୋଗୀ କରିବାରେ ସାହାଯ୍ୟ କରିଥାଏ l

* ମଧ୍ୟାନ ଭୋଜନର ଆରମ୍ଭ ପୂର୍ବରୁ ଆମେ ସାଲାଡ଼ରେ କଞ୍ଚା ପିଆଜ ପକାଇଥାଉ l କାରଣ କଞ୍ଚା ପିଆଜ ପାଚନ ଶକ୍ତିକୁ ଠିକ ରଖେ ଓ ଶ୍ୱାସ ସମ୍ବଧୀୟ ରୋଗ ମଧ୍ୟ ଦୂର ହୁଏ l କାରଣ ମ୍ୟାଗନେସିୟମ୍ ଓ ଅନ୍ୟ ଖଣିଜ ଲବନ ଆପଣଙ୍କ ଶରୀରରେ ରକ୍ତ ପ୍ରବାହ କରିଥାନ୍ତି l ଏହା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ l

* କଞ୍ଚା ପିଆଜ ଏକ ମହତ୍ୱ ପୂର୍ଣ୍ଣ ଆଣ୍ଟିବାୟୋଟିକ ଭଳି କାମ କରିଥାଏ l ଏହା ଆପଣଙ୍କ ଶରୀରରେ ବ୍ୟାକ୍ଟେରିଆ ଓ ଜୀବାଣୁକୁ ରହିବାକୁ ଦିଏ ନାହିଁ l ତା ସହିତ ଥଣ୍ଡା କାଶ ଭଳି ହେଉଥିବା ସମସ୍ୟାରୁ ଆପଣଙ୍କୁ ରକ୍ଷା କରେ l ଆପଣଙ୍କୁ କହି ରଖୁଛୁ ଯେ ଗରମ ଦିନେ ଯେଉଁ ଲୁ ପବନ ବହେ ସେଥିରୁ ଦୁରେଇ ରଖେ କଞ୍ଚା ପିଆଜ l ଯଦି କେତେବେଳେ ଗରମ ଯୋଗୁ ଅଶ୍ଵସ୍ତି ଲାଗେ ତେବେ ସାଲାଡ଼ରେ କଞ୍ଚା ପିଆଜ ଖାନ୍ତୁ l

* ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କିନ୍ତୁ ଏହା ସତ୍ୟ ଅଟେ l ମାଧ୍ୟାନ ଭୋଜନରେ ନିୟମିତ ଭାବରେ କଞ୍ଚା ପିଆଜ ଖାଇଲେ ରକ୍ତ ସର୍କରାର ମାତ୍ର ନିୟନ୍ତ୍ରିତ ରୁହେ ଓ କ୍ୟାନ୍ସର ଭଳି ମାରାତ୍ମକ ରୋଗର କୋଷିକା ମଧ୍ୟ ବିକଶିତ ହୁଅନାହିଁ l

* ତ୍ୱଚାରେ ଯେକୌଣସି ଦାଗକୁ ଦୂର କରିବା ପାଇଁ ପିଆଜ କାମରେ ଆସିଥାଏ ଓ କେଶର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ପିଆଜ ଲାଭ ଦାୟକ l କାରଣ ଏହା ଶରୀରରେ ରକ୍ତ ସଞ୍ଚାଳନକୁ ବଢ଼ାଇଥାଏ ତା ସହିତ ନଷ୍ଟ ହୋଇଯାଇଥିବା କୋଷିକା ଗୁଡିକୁ ମଧ୍ୟ ପୁନଃ ନିର୍ମାଣ କରେ l

Show More

Related Articles

Back to top button