Breaking PLUSଓଡ଼ିଶାମୁଖ୍ୟ ଖବର

ରଥଯାତ୍ରା ପୂର୍ବରୁ ୩ ରଥର ଯାଞ୍ଚ

ସମ୍ପୂର୍ଣ୍ଣ ଫିଟ୍ ଥିବା କହିଲା ବୈଷୟିକ ଯାଞ୍ଚ କମିଟି

ଦିନକ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ରଥ, ପଥ ସବୁ ପ୍ରସ୍ତୁତ । ଦୀର୍ଘ ଦୁଇ ବର୍ଷ ପରେ ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ହେବ ମହାମିଳନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ । ସିଂହଦ୍ବାର ସମ୍ମୁଖରେ ତିନି ରଥ ପ୍ରସ୍ତୁତ ହୋଇ ରହିଛି । ରଥଯାତ୍ରା ପୂର୍ବରୁ ରଥ ବୈଷୟିକ କମିଟି ଦ୍ବାର ୩ ରଥର ଯାଞ୍ଚ କରାଯାଇଛି ।

୩ ରଥ ସମ୍ପୂର୍ଣ୍ଣ ଫିଟ୍ ରହିଛି ବୋଲି ଯାଞ୍ଚ କମିଟି କହିଛି । ତେବେ ଆସନ୍ତା ୩ ତାରିଖରୁ ଶ୍ରୀମନ୍ଦିର ଗର୍ଭଗୃହ କାର୍ଯ୍ୟ କରାଯିବ । ଏହାସହ କଳାହାଟ ଦ୍ବାରର ରୂପା ଛାଉଣୀ କରାଯିବ । ଏ ନେଇ ବୈଷୟିକ କମିଟିର ସଦସ୍ୟ ଏନ୍‌.ସି. ପାଲ୍ ସୂଚନା ଦେଇଛନ୍ତି ।

Show More

Related Articles

Back to top button