ଖେଳମୁଖ୍ୟ ଖବର

BCCI ଅଧକ୍ଷ ସୌରବ ଗାଙ୍ଗୁଲି ହୃଦଘାତରେ ପୀଡିତ ହୋଇ ଡାକ୍ତରଖାନରେ ଭର୍ତି

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଅଧକ୍ଷ ସୌରବ ଗାଙ୍ଗୁଲିଙ୍କର ଶନିବାର ଦିନ ହୃଦଘାତ ହୋଇଛି ଓ ତାଙ୍କୁ କଲିକତାର ଉଡ୍‌ଲ୍ୟାଣ୍ଡ୍ସ ଡାକ୍ତର ଖାନରେ ଭର୍ତି କରାଯାଇଛି

ସେ ଯେତେବେଳେ ନିଜ ଜିମ୍ ରେ କାର୍ଯ୍ୟରତ ଥିଲେ ସେହି ସମୟରେ ଅସୁସ୍ତୀ ଅନୁଭବ କଲେ l ମିଳିଥିବା ସୂଚନାରୁ ଜଣାପଡିଛି ଯେ ଗାଙ୍ଗୁଲିଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ସନ୍ଧ୍ୟା ସୁଦ୍ଧା ତାଙ୍କର ଏନଜିଓଗ୍ରାଫି କରିବାର ଖବର ମିଳିଛି lଗାଙ୍ଗୁଲି ଚଳିତବର୍ଷ କରୋନା ମହାମାରୀ ମଧ୍ୟରେ ଭାରତରେ କ୍ରିକେଟକୁ ଆଉ ଥରେ ଉନ୍ନତି କରାଇବା ପାଇଁ କାମ କରୁଛନ୍ତି l ଗାଙ୍ଗୁଲି ଅକ୍ଟୋବର ୨୦୧୯ ରେ BCCI ର ଅଧକ୍ଷ ପଦ ଗ୍ରହଣ କରିଥିଲେ l

ଆରମ୍ଭରେ ମାତ୍ର ୯ ମାସ ପାଇଁ ଏହି ପଦବୀରେ ରଖା ଯାଇଥିଲା ,କିନ୍ତୁ କରୋନା ସ୍ଥିତିରେ ତାଙ୍କର ଏହି କାର୍ଯ୍ୟକଳାର ସମୟକୁ ବଢ଼ାଇ ଦିଅ ଗଲା l ସେ ଭାରତର କ୍ରିକେଟ ଜଗତର ଗୋଟିଏ ସଫଳ ଟେଷ୍ଟ ଓ ଏକଦିବସୀୟ ଅଧିନାୟକ ଭାବରେ ଗଣନା ହୁଅନ୍ତି l

Tags
Show More

Related Articles

Leave a Reply

Your email address will not be published. Required fields are marked *

Back to top button
Close