Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ବିଜେଡିରେ ଯୋଗଦେଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର- ଆଜି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ସେ ଦଳରେ ସାମିଲ ହୋଇଥିଲେ।

କିଛିଦିନ ତଳେ ବର୍ଷାଙ୍କର ପୂର୍ବତନ ସ୍ୱାମୀ ବିଜେଡି ଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଥିଲେ। ଅନୁଭବ ବିଜେଡିରୁ ରାଜ୍ୟସଭା ଯାଇଥିଲେ ପରେ ୨୦୧୯ରେ ବିଜେଡି ଟିକେଟରେ କେନ୍ଦ୍ରାପଡ଼ାରୁ ନିର୍ବାଚିତ ହୋଇ ଯାଇଥିଲେ।

ପୂର୍ବରୁ ଦୁହେଁ ବିଜେଡି ସହିତ ଜଡିତ ଥିଲେ, ଅନୁଭବ ବିଜେଡିରେ ସକ୍ରିୟ ରାଜନୀତି କରଥିବା ବେଳେ ବର୍ଷା ବିଜେଡି ପାଇଁ ଅନେକ ନିର୍ବଚନରେ ଦଳ ପାଇଁ ଷ୍ଟାର କ୍ୟାମ୍ପେନର ଭାବେ ପ୍ରଚାର କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button