Breaking PLUSଓଡ଼ିଶାମୁଖ୍ୟ ଖବର

ଭାଇରାଲ ଭିଡିଓକୁ ନେଇ ପୁରୀଘାଟ ଥାନାରେ ଅଭିଯୋଗ କଲେ ବର୍ଷା

ସ୍ୱାମୀ ସ୍ତ୍ରୀ କଳହକୁ ନେଇ ପୁଣି ଗତକାଲି ରାତିରେ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପତ୍ନୀ ବର୍ଷା । ସୋସିଆଲ ମିଡ଼ିଆରେ ବର୍ଷା ଓ ସାସଂଦ ଅନୂଭବଙ୍କ ପାରିବାରିକ କଳହର ଭିଡ଼ିଓ ପ୍ରସାରିତ ହେବା ପରେ ନିଜ ନିଜ ଉପରକୁ ଆକ୍ଷେପ କରି ବର୍ଷା ପୁଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ସ୍ୱାମୀ ସ୍ତ୍ରୀ କଳହକୁ ନେଇ ପୁଣି ଗତକାଲି ରାତିରେ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପତ୍ନୀ ବର୍ଷା । ସୋସିଆଲ ମିଡ଼ିଆରେ ବର୍ଷା ଓ ସାସଂଦ ଅନୂଭବଙ୍କ ପାରିବାରିକ କଳହର ଭିଡ଼ିଓ ପ୍ରସାରିତ ହେବା ପରେ ନିଜ ନିଜ ଉପରକୁ ଆକ୍ଷେପ କରି ବର୍ଷା ପୁଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ବର୍ଷାଙ୍କ ଭାବମୁର୍ତ୍ତିରେ ଆଞ୍ଚ ଆଣିବାକୁ ଚେଷ୍ଟା କରାଯାଉଛି ଓ ତାଙ୍କୁ ବଦନାମ କରାଯାଉଛି ବୋଲି ବର୍ଷା ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟଯେ , ଅନୂଭବ ଓ ବର୍ଷାଙ୍କ ମଧ୍ୟରେ କିଛିଦିନ ତଳେ ହୋଇଥିବା ଏକ ଯୁକ୍ତିତର୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଯେଉଁଥିରେ ଅନୁଭବଙ୍କୁ ଦେଖିବାକୁ ମିଳିଥିଲା । ସେଥିରେ ବର୍ଷା ମଧ୍ୟ ଥବା ଅନୁମାନ କରାଯାଉଛି ଓ ଉଭୟ ପରସ୍ପରକୁ ଦୋଷାରୋପ କରୁଥିବା ଦେଖାଯାଇଛି ।

Show More

Related Articles

Back to top button