Breaking PLUSଓଡ଼ିଶାମୁଖ୍ୟ ଖବର

ବ୍ୟାଙ୍କ କଏନ ନେବାକୁ ବାଧ୍ୟ

ଭୁବନେଶ୍ୱର: କୌଣସି ବ୍ୟାଙ୍କ କଏନ ନେବାକୁ ମନା କରିପାରିବେ ନାହିଁ । ଆର୍‌ବିଆଇ ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତିଙ୍କ ସୂଚନା, କୌଣସି ବ୍ୟାଙ୍କ ମନା କଲେ ଲୋକେ RBI ବ୍ୟାଙ୍କିଙ୍ଗ ଲୋକପାଳରେ ଜଣାନ୍ତୁ । ଏବେ ପ୍ରଚଳନ ୫୦ ପଇସାରୁ ୨୦ ଟଙ୍କା କଏନ, ସବୁ ଚଳୁଛି । ରାଜ୍ୟର ସମସ୍ତ ୩୧୪ ବ୍ଲକରେ ହେବ କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ । ୩ ମାସ ମଧ୍ୟରେ ସବୁ ବ୍ଲକର ବଜାର ସ୍ଥାନରେ କାର୍ଯ୍ୟକ୍ରମ ହେବ । ଆର୍‌ବିଆଇ ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତିଙ୍କ ସୂଚନା, ଲୋକମାନେ କଏନ ସହ ମଇଳା ଓ ଚିରାଫଟା ନୋଟ୍ ବଦଳାଇ ପାରିବେ ।

Show More

Related Articles

Back to top button