Breaking PLUSଓଡ଼ିଶାମୁଖ୍ୟ ଖବର

ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା

ଭୁବନେଶ୍ୱର, 4 ଜାନୁୟାରୀ – ନୂଆ ବର୍ଷ ଆରମ୍ଭରେ ବାଙ୍ଗିରିପୋଷି ଦୁଆରଶୁଣୀ ଘାଟିରେ ପୁଣି ଦୁର୍ଘଟଣା। କଣ୍ଟେନର ଓ ତେଲ ଟାଙ୍କି ଘାଟିର ଦଶ ମିଟର ତଳକୁ ଖସି ପଡ଼ିଛି। ୪୯ନମ୍ବର ଜାତୀୟ ରାଜପଥରେ ବିଶୋଇ ପଟୁ ବାଙ୍ଗିରିପୋଷି ଆଡକୁ ଆସୁଥିଲା। ଗୋଟେ ପରେ ଗୋଟିଏ ଗାଡ଼ି ଖସିବା ପରେ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଛି। ବିଶୋଇ ଓ ବାଙ୍ଗିରିପୋଷି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଡ୍ରାଇଭର ଗାଡି ଭିତରେ ଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Show More

Related Articles

Back to top button