Breaking PLUSଦେଶମୁଖ୍ୟ ଖବର

ଅଯୋଧ୍ୟା ଏୟାରପୋର୍ଟର ଉଦଘାଟନ କଲେ ପିଏମ ମୋଦି

ଅଯୋଧ୍ୟା, 30 ଡିସେମ୍ବର – ଦିନିକିଆ ଅଯୋଧ୍ୟା ଗସ୍ତରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପିଏମ ମୋଦି ମହର୍ଷି ବାଲ୍ମିକୀ ଅନ୍ତଜାତୀୟ ଏୟାରପୋର୍ଟର ଉଦଘାଟନ କରିଛନ୍ତି । ଏହାପରେ ଏୟାରପୋର୍ଟରୁ ଅଯୋଧ୍ୟା ଧାମ ଜଙ୍କସନ ଯାଏ ପ୍ରାୟ 14 କିଲୋମିଟର ଲମ୍ବା ରୋଡ୍ ଶୋରେ ବାହାରିଛନ୍ତି ।ରୋଡ ଶୋ ପାଇଁ ପ୍ରଧାନମନ୍ତ୍ରୀଙ୍କ କାଫିଲା ଗେଟ୍ ନମ୍ବର 3ରୁ ବାହାରିଥିଲା, ଯାହାକି ଏନଏଚ-27, ଧର୍ମପଥ, ରାମପଥ ଦେଇ ଅଯୋଧ୍ୟା ଜଙ୍କସନରେ ପହଞ୍ଚିବ ।

Show More

Related Articles

Back to top button