
ଆଗକୁ ପାର୍ବଣ ଋତୁ ରହିଥିବାବେଳେ ବର୍ତ୍ତମାନ ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ,ହଣାମରା ପରିସ୍ଥିତି ସୃଷ୍ଟି ହେଉଛି । ଆଜି ମଙ୍ଗଳବାର ଭରତପୁର ଥାନା ଅଧିନ ବିଚ୍ ରାସ୍ତାରେ ଫଳ ଦୋକାନୀଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି ଦୁର୍ବୃତ୍ତ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ୪ ଦୁର୍ବୃତ୍ତଙ୍କୁ ଗିରଫ କରିଛି ପୋଲିସ୍ । ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି।
ଗତ କିଛି ଦିନ ତଳେ ୟୁନିଟ ୮ ର ବସ୍ତିରେ ଆକ୍ରମଣ କରି ଜଣକୁ ହତ୍ୟା କରାଯାଇଥିଲା।