Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଆସାମ ରେଲୱେ ଷ୍ଟେସନରୁ ବେଆଇନ ଗୁଆ ଜବତ

ଗୌହ୍ୱାଟୀ: ଗୌହ୍ୱାଟୀ ରେଲୱେ ଷ୍ଟେସନରୁ ସୋମବାର ରାତିରେ 31ବସ୍ତା ବେଆଇନ ବର୍ମା ବିଟ୍ ଗୁଆ ଜବତ କରିଛି ଜିଆରପି । ଏହି ସୁପାରୀକୁ ଅବଧ ଆସମ ଏକ୍ସପ୍ରେସରୁ ଜବତ କରାଯାଇଛି ।

ଜିଆରପିର ପ୍ରବକ୍ତାଙ୍କ ସୂଚନା ମୁତାବକ, ଜବତ ହୋଇଥିବା ଗୁଆର ବଜାର ମୂଲ୍ୟ ପାଖାପାଖି 50ଲକ୍ଷରୁ ଅଧିକ । ଏହି ଗୁଆକୁ ଦୀମାପୁରରୁ ଅଣାଯାଉଥିବା ପୋଲିସକୁ ସୂଚନା ମିଳିଛି ।…

Show More

Related Articles

Back to top button