Breaking PLUSଓଡ଼ିଶାମୁଖ୍ୟ ଖବର

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟିପିଟି ହତ୍ୟା

ଆସିକାରେ ମର୍ଡର । ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟିପିଟି ହତ୍ୟା । ଶେରଗଡ଼ ବ୍ଲକ ଲାଞ୍ଜିଆପଲ୍ଲି ଗାଁରେ ହତ୍ୟାକାଣ୍ଡ ଘଟିଛି । ଗାଁରେ ପଡ଼ିରହିଛି ମୃତଦେହ । ଶେରଗଡ଼ ପୋଲିସ ଗଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ କରିଛି ।

Show More

Related Articles

Back to top button