Breaking PLUSଓଡ଼ିଶାମୁଖ୍ୟ ଖବର

ପୁଣି ଆନ୍ଧ୍ରର ଦାଦାଗିରି, ଧୂଳିପଦର ପଞ୍ଚାୟତରେ ମେଗା ସ୍ୱାସ୍ଥ୍ୟ ଶିବିର

କୋରାପୁଟ:ପୁଣି କୋଟିଆରେ ଆନ୍ଧ୍ର ପ୍ରଦେଶର ଅନୁପ୍ରବେଶ । ଧୂଳିପଦର ପଞ୍ଚାୟତରେ ଆନ୍ଧ୍ର ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଛି । ସାଲୁର ମଣ୍ଡଳମ ହସ୍ପିଟାଲର ଡାକ୍ତର, ମେଡିକାଲ ଷ୍ଟାଫ୍‌ ଉପସ୍ଥିତ ରହିଛି ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ଏହାସହ ଲୋକଙ୍କୁ ଔଷଧ ବଣ୍ଟନ କରିଛନ୍ତି । ଏପଟେ ଅଚିନ୍ତା ନିଦ୍ରାରେ ରାଜ୍ୟ ସରକାର । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।

Show More

Related Articles

Back to top button