ଓଡ଼ିଶାଶିକ୍ଷା

ୟୁଜିସିର ଗାଇଡଲାଇନ,ଏଣିକି ଏକାଧିକ କୋର୍ସ କରିପାରିବେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ

ନୂଆ ଗାଇଡଲାଇନ୍ ଜାରି କଲା ୟୁନିଭରସିଟି ଗ୍ରାଣ୍ଟସ କମିସନ । ଏଣିକି ଏକାଧିକ କୋର୍ସ କରିପାରିବେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ଏକାଧିକ କୋର୍ସର ଉପଯୋଗ କରି ହାସଲ କରିପାରିବେ କ୍ରେଡିଟ ।

ଏନେଇ ଅନୁମତି ଦେବାକୁ ପ୍ରସ୍ତାବ ଦିଆଯାଇଥିବାବେଳେ ଆୟୋଗ ପକ୍ଷରୁ କୁହାଯାଇଛି ।ଯେ ,ସମସ୍ତ ପକ୍ଷଙ୍କ ତରଫରୁ ଅକ୍ଟୋବର ୨୫ ସୁଦ୍ଧା ପ୍ରସ୍ତାବ ଦାଖଲ କରିବା ପାଇଁ ।

ୟୁଜିସି ପକ୍ଷରୁ ଜାରି ନୋଟିସରେ କୁହାଯାଇଛି, ଚଏସ୍ ବେସଡ୍ କ୍ରେଡିଟ ସିଷ୍ଟମ (ସିବିସିଏସ) ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜ ପସନ୍ଦ ମୁତାବକ ଏକାଧିକ କୋର୍ସ କରିପାରିବେ । ସିବିସିଏସ ଏକ ଶୈକ୍ଷିକ ମଡେଲ ହୋଇଥିବା ବେଳେ ପିଲାମାନେ ନିଜ ପସନ୍ଦ ଅନୁଯାୟୀ ପାଠ୍ୟକ୍ରମ ଓ ବିଷୟକୁ ବାଛି ପାରିବେ ।

 

Show More

Related Articles

Back to top button