Breaking PLUSଆଇନ କାନୁନବ୍ୟକ୍ତିତ୍ୱମୁଖ୍ୟ ଖବରସେଲିବ୍ରିଟି

ବୋହୂଙ୍କୁ ସାଙ୍ଗରେ ନେଇ ଖାରବେଳ ଥାନାରେ ପହଞ୍ଚିଲେ ଅପରାଜିତା

ଭୁବନେଶ୍ୱର : ଥାନାରେ ପହଁଚିଲେ ଅପରାଜିତା ମହାନ୍ତି । ସାଥିରେ ବୋହୂ ତୃପ୍ତିଙ୍କୁ ଧରି ଖାରବେଳ ଥାନାରେ ପହଁଚିଲେ ଶାଶୁ ଅପରାଜିତା । ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଘରେ ପ୍ରଥମେ ପହଁଚିଥିଲେ ଅପରାଜିତା । ବାବୁସାନଙ୍କ ମାଆ ହେଉଛନ୍ତି ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି । ଘଟଣା ସମ୍ପର୍କରେ ଆଲୋଚନା ପାଇଁ ତୃପ୍ତିଙ୍କ ଘରେ ପହଞ୍ଚିଲେ ଶାଶୁ ଅପରାଜିତା । ଏବଂ ସେଠୁ ବୋହୂକୁ ଧରି ଖାରବେଳ ଥାନାରେ ପହଁଚିଲେ ଅପରାଜିତା ମହାନ୍ତି । ତୃପ୍ତି, ଅପରାଜିତାଙ୍କ ସହ ତୃପ୍ତିଙ୍କ ମାଉସୀ ମଧ୍ୟ ସାମିଲ ଅଛନ୍ତି ।

Show More

Related Articles

Back to top button