Breaking PLUSଓଡ଼ିଶାଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବର

ମା’ ହେବେ ଅନୁଷ୍କା ଶର୍ମା

ମା' ହେବେ ଅନୁଷ୍କା ଶର୍ମା । ଏନେଇ ସେ ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏହି ଖବର ପ୍ରସାରିତ ହେବାପରେ ବିରୁଅନୁଷ୍କାଙ୍କ ଫ୍ୟାନ୍ ମାନଙ୍କ ମନରେ ଆନନ୍ଦର ଲହରି ଖେଳିଯାଇଛି ।

ମା’ ହେବେ ଅନୁଷ୍କା ଶର୍ମା । ଏନେଇ ସେ ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଅନୁଷ୍କା ତାଙ୍କର ଓ ବିରାଟଙ୍କର ଫୋଟୋ ପୋଷ୍ଟ କରି ଲେଖିଛନ୍ତି । “And then, we were three ! Arriving jan 2021” । ଅନୁଷ୍କାଙ୍କର ଏବେ ଚତୁର୍ଥ ମାସ ଚାଲିଛି । ଏହି ଖବର ପ୍ରସାରିତ ହେବାପରେ ବିରୁଅନୁଷ୍କାଙ୍କ ଫ୍ୟାନ୍ ମାନଙ୍କ ମନରେ ଆନନ୍ଦର ଲହରି ଖେଳିଯାଇଛି । ଏବଂ ସେମାନଙ୍କ ପାଖକୁ ସୁଭେଚ୍ଛାର ସୁଅ ଛିଟିବା ଅରମ୍ଭ ହୋଇଯାଇଛି । ଫଟୋରେ ଉଭୟ ଦମ୍ପତ୍ତୀ ଖୁବ ଖୁସିଥିବା ଦେଖିବାକୁ ମିଳିଛି ।

Show More

Related Articles

Back to top button