Breaking PLUSଓଡ଼ିଶାମୁଖ୍ୟ ଖବର

ବାଲେଶ୍ୱରରୁ ପୁଣି ୨୫୦ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ

ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ରାଜପୁର ଗ୍ରାମ ପଞ୍ଚାୟତ ୧୧ନମ୍ବର ୱାର୍ଡରେ ଜଳେଶ୍ବର ପୋଲିସ ସୋମବାର ଭୋର ସମୟରେ ଉକ୍ତ ଗ୍ରାମର ସେକ ଆସିକ ର ପୁତ୍ର ସେକ ସାଦିର ତାର ଘରୁ ବ୍ରାଉନସୁଗର ନେଇ ଯାଉଥିବା ସମୟରେ ପୋଲିସ ତାକୁ ମାଡିବସି ତା ନିକଟରୁ ୨୫୦ଗ୍ରାମର ବ୍ରାଉନସୁଗର ଜବତ କରିଛନ୍ତି।

ସେକ ସାଦିର ବହୁତ ଦିନରୁ ଏହି ବେପାର କରି ଆସୁଥିଲା, ପୋଲିସ ତାକୁ ନଜରରେ ରଖିଥିଲ। ଏହି ଚଢ଼ାଉରେ ପୋଲିସ ଏସଡ଼ିପିଓ ଅଙ୍କିତା କୁମ୍ଭାର, ଥାନା ଆଇଆଇସି ପର୍ଶୁରାମ ସାହୁ,ଇନ୍ସପେକ୍ଟର, ଦିଲ୍ଲୀପ ସାମଲ, ହାବିଲଦାର ସନ୍ତୋଷ ରାଉତ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ମିଳିତ ହୋଇ ଏହି ଚଢ଼ାଉରେ ସାମିଲ ଥିଲେ। ଏହି ୨୫୦ଗ୍ରାମ ବ୍ରାଉନସୁଗରର ମୂଲ୍ୟ ୨୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ପୋଲିସ କହିଛି।

Show More

Related Articles

Back to top button