Breaking PLUSଓଡ଼ିଶାମୁଖ୍ୟ ଖବର

ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର- ମଙ୍ଗଳବାର ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପଦ୍ମପୁରରୁ ଗୋବର୍ଦ୍ଧନ ଭୁଏ, ବିଜେପୁରରୁ ସନତ କୁମାର ଗଡତିଆ, ବରଗଡରୁ ଅଶ୍ୱିନୀ କୁମାର ଷଡଙ୍ଗୀ, ଅତାବିରାରୁ ନିହାର ରଞ୍ଜନ ମହାନନ୍ଦ, ଭଟଲିରୁ ଇରାଶିଷ ଆଚାର୍ଯ୍ୟ, ବ୍ରଜରାଜନଗରରୁ ସୁରେଶ ପୂଜାରୀ, ଝାରସୁଗୁଡାରୁ ଟଙ୍କଧର ତ୍ରିପାଠୀ, ତଳସରାରୁ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡରୁ କୁସୁମ ଟେଟେ, ବିରମିତ୍ରପୁରରୁ ଶଙ୍କର ଓରାମ୍‌‌, ରଘୁନାଥପାଲିରୁ ଶ୍ରୀ ଦୁର୍ଗାଚରଣ ତନ୍ତି, ରାଜଗାଙ୍ଗପୁରରୁ ନରସିଂହ ମିଞ୍ଜ, ବଣାଇରୁ ସେବତୀ ନାୟକ,
କୁଚିଣ୍ଡାରୁ ରବି ନାରାୟଣ ନାଏକ, ରେଙ୍ଗାଲିରୁ ନାଉରୀ ନାୟକ, ସମ୍ବଲପୁରରୁ ଜୟ ନାରାୟଣ ମିଶ୍ର, ରେଢାଖୋଲରୁ ଦେବେନ୍ଦ୍ର ମହାପାତ୍ର, ଦେବଗଡରୁ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଆନନ୍ଦପୁରରୁ ଶ୍ରୀ ଆଲୋକ କୁମାର ସେଠୀ, କେନ୍ଦୁଝରରୁ ମୋହନ ଚରଣ ମାଝୀ, ଜସିପୁରରୁ ଗଣେଶ ରାମ ସିଂହ ଖୁଣ୍ଟିଆ, ଉଦଳାରୁ ଭାସ୍କର ମଢେଇ, ବଡସାହିରୁ ସନାତନ ବିଜୁଳି, ବାରିପଦାରୁ ପ୍ରକାଶ ସୋରେନ, ମୋରଡାରୁ ଡ.କୃଷ୍ଣଚନ୍ଦ୍ର ମହାପାତ୍ର, ଜଳେଶ୍ୱରରୁ ବ୍ରଜ ପ୍ରଧାନ, ବାଲେଶ୍ୱରରୁ ମାନସ କୁମାର ଦତ୍ତ, ରେମୁଣାରୁ ଗୋବିନ୍ଦ ଚନ୍ଦ୍ର ଦାସ,
ସୋରରୁ ରାଜେନ୍ଦ୍ର ଦାସ, ସିମୁଳିଆରୁ ପଦ୍ମ ଲୋଚନ ପଣ୍ଡା, ଭଦ୍ରକରୁ ସିତାଂଶୁ ଶେଖର ମହାପାତ୍ର, ଧାମନଗରରୁ ସୂର୍ଯ୍ୟବଂଶୀ ସୁରଜ, ଚାନ୍ଦବାଲିରୁ ମନମୋହନ ସାମଲ, ବିଂଝାରପୁରରୁ ବବିତା ମଲ୍ଲିକ, ବଡଚଣାରୁ ଅମର କୁମାର ନାୟକ, ଧର୍ମଶାଳାରୁ ସ୍ମୃତିରେଖା ପହି, ଯାଜପୁରରୁ ଗୌତ୍ତମ ରାଏ, କୋରେଇରୁ ଆକାଶ ଦାସ ନାୟକ,
ସୁକିନ୍ଦାରୁ ପ୍ରଦୀପ ବଳସାମନ୍ତ, ଢେଙ୍କାନାଳରୁ କୃଷ୍ଣଚନ୍ଦ୍ର ପାତ୍ର, କାମାକ୍ଷାନଗରରୁ ଶତ୍ରୁଘ୍ନ ଜେନା, ପରଜଙ୍ଗରୁ ବିଭୂତିଭୂଷଣ ପ୍ରଧାନ, ପାଲଲହଡାରୁ ଅଶୋକ ମହାନ୍ତି, ତାଳଚେରରୁ କାଳନ୍ଦିଚରଣ ସାମଲ, ଅନୁଗୁଳରୁ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦାରୁ ଅଗସ୍ତି ବେହେରା, ଆଠମଲ୍ଲିକରୁ ସଞ୍ଜୀବ ସାହୁ, ବୀରମହାରାଜପୁରରୁ ରଘୁନାଥ ଜଗଦଳ, ସୋନପୁରରୁ ପ୍ରମୋଦ ମହାପାତ୍ର, ଲୋଇସିଂହାରୁ ଡ.ମୁକେଶ ମହାଲିଙ୍ଗଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି ।

Show More

Related Articles

Back to top button