Breaking PLUSଦୁର୍ଘଟଣାପୂଜା ପାର୍ବଣଭକ୍ତିମୁଖ୍ୟ ଖବର

ଗଣେଶ ମୂର୍ତ୍ତି ବିସର୍ଜନ କରି ଫେରୁଥିବା ବାଟରେ ଘଟିଲା ଅଘଟଣ , ୭ ଆହତ

ବ୍ରହ୍ମପୁର: ଗଣେଶ ମୂର୍ତ୍ତି ବିସର୍ଜନ କରି ଫେରୁଥିବା ବାଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଘଟଣାସ୍ଥଳରେ ୭ ଆହତ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଗଞ୍ଜାମ ଖଲ୍ଲିକୋଟ ବିକ୍ରମପୁରରୁ ବଟେଶ୍ୱର ସମୁଦ୍ରରେ ମୂର୍ତ୍ତି ବିସର୍ଜନ କରି ଫେରୁଥିବାବେଳେ ଖଟୁଆକୁଦା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଅଟୋ । ଆହତଙ୍କୁ ଗଞ୍ଜାମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କୁ ବ୍ରହ୍ମପୁର MKCGକୁ ଚିକିତ୍ସା ପାଇଁ ସ୍ଥାନନ୍ତର କରାଯାଇଛି।

Show More

Related Articles

Back to top button