Breaking PLUSଓଡ଼ିଶାମୁଖ୍ୟ ଖବର

ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା, ଏନଏଚଆରସିରେ ପହଞ୍ଚିଲା ମାମଲା

ଭୁବନେଶ୍ୱର, 8 ନଭେମ୍ବର- ବରଗଡ ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା । ଏନଏଚଆରସିରେ ମାମଲା ଦାୟର ହୋଇଛି । ଘଟଣାରେ ଭଟିଲ ବିଧାୟକ ସୁଶାନ୍ତ ସିଂଙ୍କ ସମ୍ପୃକ୍ତ ଅଭିଯୋଗ କରି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଏନଏଚଆରସିରେ ମାମଲା ଦାୟର କରିଛନ୍ତି ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ । ଏହି ମାମଲାରେ ବରଗଡ଼ ଏସପି, ଡିଜି ପୋଲିସ ଓଡିଶା, ଗୃହ ବିଭାଗ ଓଡିଶା, ମୁଖ୍ୟମନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରାଯାଇଛି ।

Show More

Related Articles

Back to top button