ଓଡ଼ିଶାମୁଖ୍ୟ ଖବର

ଅପରାଧ ମୁକ୍ତ ହେବ ପୁରୀ !

ପୁରୀରେ ନିଶା ଉପରେ ଲାଗିବ ରୋକ

ଏଣିକି ପୁରୀ ହେବ ଅପରାଧ ମୁକ୍ତ । ଏନେଇ ଉଦ୍ୟମ ଆରମ୍ଭ କରିଛି ପୁଲିସ । ପୁରୀ ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ସାହି କମିଟି ବୈଠକ । ଜନସାଧାରଣଙ୍କ ଆସ୍ଥାଭାଜନ ହେବା ସହ ନିଶା କାରବାର ରୋକିବା ଏବଂ ବିଭିନ୍ନ ସମସ୍ୟାର ସମାଧାନ ହିଁ ଏହି ବୈଠକର ମୂଳ ଉଦ୍ଦେଶ୍ୟ । ତେବେ ଧନଜୀବନ ସୁରକ୍ଷା ଉପରେ ପୁରୀ ପୁଲିସ ପ୍ରତିଶୃତି ବଦ୍ଧ ବୋଲି ପୁରୀ ଏସ୍ପି ପ୍ରାରମ୍ଭିକ ଭାବେ ଦୋଳମଣ୍ଡପ ସାହି କମିଟି ସଦସ୍ୟଙ୍କ ସହ ଆଲୋଚନା ବେଳେ, ଏଭଳି ନିଆରା ପ୍ରୟାସ କୁ ସ୍ୱାଗତ କରିଛନ୍ତି ସଭିଏଁ ।

Show More

Related Articles

Back to top button