Breaking PLUSଜୀବନଚର୍ଯ୍ୟାମୁଖ୍ୟ ଖବରସେଲିବ୍ରିଟି

ବିବାହର ୨୪ ବର୍ଷ ପରେ ଛାଡପତ୍ର ଦେବେ ଅଭିନେତା-ପ୍ରଯୋଜକ ସୋହେଲ ଖାନ୍ ଓ ସୀମା ଖାନ୍

ମୁମ୍ବାଇ: ବିବାହର ୨୪ ବର୍ଷ ପରେ ଅଲଗା ହେବାକୁ ଯାଉଛନ୍ତି ଅଭିନେତା ପ୍ରଯୋଜକ ସୋହେଲ ଖାନ୍ ଓ ସୀମା ଖାନ୍। ଦୁହେଁ ୧୯୯୮ରେ ବିବାହ କରିଥିଲେ। ହେଲେ କିଛିଦିନ ହେଲା ଉଭୟ ଅଲଗା ରହୁଥିବାର ଜଣାପଡିଛି । ଏବେ ଦୁହେଁ ଛାଡ଼ପତ୍ର ଆବଦେନ କରିଥିବା ସୂଚନା ମିଳିଛି। ଏଥିଯୋଗୁଁ ଆଜି ମେ ୧୩ ରେ ଉଭୟଙ୍କୁ ମୁମ୍ବାଇର ଏକ ଫ୍ୟାମିଲି କୋର୍ଟରେ ଦେଖିବାକୁ ମିଳିଛି।

Show More

Related Articles

Back to top button