Breaking PLUSଦେଶମୁଖ୍ୟ ଖବର

ବିପଦଜନକ ଷ୍ଟଣ୍ଟ କରିବା ଅଭିଯୋଗରେ ଅଭିନେତା ବିଦ୍ୟୁତ ଜାମଭାଲ ଗିରଫ

ମୁମ୍ବାଇ- ବଲିଉଡର ପ୍ରସିଦ୍ଧ ଆକ୍ଟର ବିଦ୍ୟୁତ ଜାମଭାଲ ଏବେ ନିଜ ଫିଲ୍ମ ‘କ୍ରେକ’କୁ ନେଇ ହେଡଲାଇନ୍ସରେ ଅଛନ୍ତି । ସେ ଏହି ଫିଲ୍ମର ପ୍ରମୋସନରେ ଲାଗିପଡିଛନ୍ତି । ଏହାରି ଭିତରେ ବିଦ୍ୟୁତ ଏକ ବିପଦରେ ପଡିଯାଇଛନ୍ତି । ଅଭିନେତାଙ୍କୁ ଆରପିଏଫଙ୍କୁ ଗିରଫ କରିଛି ।
ସୂଚନା ମୁତାବକ, ରେଲୱେ ସୁରକ୍ଷା ବଳ ଆରପିଏଫର ବାନ୍ଦ୍ରା ଅଫିସର ବିଦ୍ୟୁତ ଜାମଭାଲାଙ୍କ ଏକ ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଫଟୋରେ ଆକ୍ଟର ପୋଲିସ ଷ୍ଟେସନରେ ଏକ ଚୌକି ଉପରେ ବସିଥିବାର ନଜର ଆସିଛନ୍ତି । ବିଦ୍ୟୁତଙ୍କୁ ଷ୍ଟଣ୍ଟ କରିବା ଅଭିଯୋଗରେ ଆରପିଏଫ ଅଧିକାରୀମାନେ ଗିରଫ କରିଥିବା ପ୍ରାରମ୍ଭିକ ସୂଚନା ମିଳିଛି । ତେବେ ଏନେଇ କୌଣସି ଅଧିକାରୀକ ସୂଚନା ଆସିନାହିଁ ।

Show More

Related Articles

Back to top button