Breaking PLUSଦେଶମୁଖ୍ୟ ଖବର

ଏକ ଷଡଯନ୍ତ୍ର ଅନ୍ତର୍ଗତ ଫ୍ରିଜ କରାଯାଇଛି ଦଳର ଆକାଉଣ୍ଟ- କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ଆକାଉଣ୍ଟ ଫ୍ରିଜ୍‌‌ ହେବା ଘଟଣାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ପ୍ରଶ୍ନ କରି ସେ କହିଛନ୍ତି ଦେଶରେ ସାମ୍ବିଧାନିକ ବ୍ୟବସ୍ଥା ଅଛି? କୋର୍ଟ, ନିର୍ବାଚନ ଆୟୋଗ ସବୁ କିଛି ଦେଖି ବି କିଛି କହୁନାହାଁନ୍ତି। ଭାରତରେ ଲୋକତନ୍ତ୍ର ରହିଥିବା କଥା ମିଥ୍ୟା। ନିର୍ବାଚନ ପୂର୍ବରୁ ଗଣତନ୍ତ୍ର ଉପରେ ଏହା ଆକ୍ରମଣ । ଭାରତର ସବୁଠୁ ବଡ ପାର୍ଟିର ଆକାଉଣ୍ଟ ଫ୍ରିଜ୍‌‌ କରାଯାଇଛି। କଂଗ୍ରେସ ପାଖରେ ପ୍ରଚାର କରିବାକୁ ଟଙ୍କା ନାହିଁ। ଏମିତିକି ଟିକେଟ କିଣିବାକୁ ଦଳ ପାଖରେ ଟଙ୍କା ନଥିବା ରାହୁଲ କହିଛନ୍ତି। ଦେଶର ସବୁ ଲୋକ ଜାଣିଛନ୍ତି ଯେତେବେଳେ କାହାର ବ୍ୟାଙ୍କ ଆକାଉଣ୍ଟ ଓ ଏଟିଏମ କାର୍ଡକୁ ଫ୍ରିଜ୍‌‌ କରାଯାଏ ସେତେବେଳେ କେତେ ଅସୁବିଧା ହୋଇଥାଏ। ଯଦି ଏପରି ଘଟଣା ଗୋଟିଏ ପରିବାରରେ ହୁଏ ତେବେ କେତେ ଅସୁବିଧା ଭୋଗିବାକୁ ପଡିଥାଏ। ଆ

Show More

Related Articles

Back to top button