ଓଡ଼ିଶାଶିକ୍ଷା

ଏଣିକି ଯୁକ୍ତଦୁଇ ଛାତ୍ରଛାତ୍ରୀମାନେ ଦେବେ ତ୍ରୟ-ମାସିକ ପରୀକ୍ଷା

ଏଣିକି ଯୁକ୍ତଦୁଇ ଛାତ୍ରଛାତ୍ରୀମାନେ ଦେବେ ତ୍ରୟ-ମାସିକ ପରୀକ୍ଷା । ଏନେଇ ଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୨-୨୩ ଶିକ୍ଷାବର୍ଷରୁ ଏହି ପରୀକ୍ଷା ଆରମ୍ଭ କରାଯିବ ।

ପ୍ରତି ତିନି ମାସରେ ପରୀକ୍ଷା କରାଯିବା ନେଇ ରାଜ୍ୟ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି । ହାୟର ସେକେଣ୍ଡାରୀ ସ୍କୁଲ ସ୍ତରରେ ଏହି ପରୀକ୍ଷା କରାଯିବ । ତେବେ ପରୀକ୍ଷାକୁ ନେଇ ଆବଶ୍ୟକୀୟ ପଦକ୍ଷେପ ପାଇଁ ଚିଠିରେ ଉଲ୍ଲେଖ ରହିଛି ।

 

Show More

Related Articles

Back to top button