ଦେଶସ୍ୱତନ୍ତ୍ର

ଆସିଲା ନୂଆ ଫିଚର,ଏଣିକି ଟ୍ୱିଟରରେ କରିପାରିବେ ଏଡିଟ୍

ଆସିଲା ନୂଆ ଫିଚର । ଏଣିକି ଟ୍ୱିଟରରେ କରିପାରିବେ ଏଡିଟ୍ । ମାଇକ୍ରୋବ୍ଲଗିଙ୍ଗ ପ୍ଲାଟଫର୍ମ ଟ୍ୱିଟର ଦୀର୍ଘ ସମୟରୁ ଏକ ଫିଚର ଉପରେ କାମ କରି ଆସୁଥିଲା, ଯାହାର ଲାଭ ଏବେ ୟୁଜର୍ସଙ୍କୁ ମିଳିବା ଆରମ୍ଭ ହୋଇଛି। ତେବେ ନୂଆ ଫିଚର୍ସ କେବଳ ଟ୍ୱିଟର ବ୍ଲୁ ସବସ୍କ୍ରାଇବର୍ସଙ୍କ ପାଇଁ ଆରମ୍ଭ ହୋଇଛି । ସବସ୍କ୍ରିପସନ ପାଇଁ ଟଙ୍କା ପୈଠ କରୁଥିବା ଲୋକଙ୍କୁ ଏହାର ଲାଭ ମିଳିବ।

କମ୍ପାନି ଟ୍ୱିଟର ବ୍ଲୁ ଆକାଉଣ୍ଟରୁ ନିଜର ପ୍ରଥମ ଟ୍ୱିଟ୍ ଏଡିଟ କରି ନୂଆ ଫିଚର ଆରମ୍ଭ ଘୋଷଣା କରିଛି । କମ୍ପାନି ପ୍ରଥମେ ନିଜର ଏକ ଟ୍ୱିଟକୁ ଏଡିଟ୍ କରିଛି। ଏହି ଟ୍ୱିଟରେ ସବୁଠୁ ତଳେ କେତେବେଳେ ଟ୍ୱିଟକୁ ଏଡିଟ୍ କରାଯାଇଛି ତାହା ଦେଖିବାକୁ ମିଳୁଛି।

 

Show More

Related Articles

Back to top button