Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିରରେ ପଞ୍ଜିକା ନିର୍ଦ୍ଧାରଣ ପାଇଁ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, 7 ଫେବୃଆରୀ – ଶ୍ରୀମନ୍ଦିରରେ ପଞ୍ଜିକା ନିର୍ଦ୍ଧାରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିରରେ ବିଶେଷ ନୀତିକାନ୍ତି ତାରିଖ ନିର୍ଦ୍ଧାରଣ ପାଇଁ ବୈଠକରେ ପ୍ରାଥମିକ ଆଲୋଚନା ହୋଇଛି । ଏପ୍ରିଲ 14 ତାରିଖରେ ପଣାସଂକ୍ରାନ୍ତି ହେବା ନେଇ ମତ ରଖିଛନ୍ତି ପଞ୍ଜିକାର। ଚଳିତବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ପଡୁଛି 4 ଦିନ। କ୍ଷୟ ଯୋଗୁଁ ପଞ୍ଚୁକ 4 ଦିନ ପଡୁଥିବାରୁ ଲକ୍ଷ୍ମୀନୃସିଂହ ବେଶ ହୋଇନପାରେ। 1959 ଏବଂ 1971-72 ମସିହା ପରି ଚଳିତବର୍ଷ ସ୍ନାନପୂର୍ଣ୍ନିମା ଠାରୁ ରଥଯାତ୍ରା ପର୍ଯ୍ୟନ୍ତ ପ୍ରାୟ ଏକା ସମୟ ପଡିଛି। ଆସନ୍ତା 12 ତାରିଖରେ ଆଉ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଚୂଡାନ୍ତ ହେବ ନିଷ୍ପତ୍ତି ।

Show More

Related Articles

Back to top button