ଓଡ଼ିଶାପୂଜା ପାର୍ବଣଭକ୍ତି

ଶାରଳା ପୀଠରେ ଅନେକ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ,ଜମୁଛି ଷଷ୍ଠୀ ପୂଜା

ଆଜି ମା ଶାରଳାଙ୍କ ପୀଠରେ ଜମୁଛି ଷଷ୍ଠୀ ପୂଜା । ଏହି ଅବସରରେ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସ୍ଥିତ ମା ଶାରଳାଙ୍କ ପୀଠ ଚଳଚଞ୍ଚଳ ହୋଇ ଉଠିଛି । ଅନେକ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।

ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ପାର୍ବଣ ପୂଜା ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ବ୍ୟାପୀ ମାଙ୍କ ପୀଠରେ ଅନୁଷ୍ଠିତ ହେବ । ଏହି ଅବସରରେ ମା ଶାରଳା ଙ୍କୁ ବିଭିନ୍ନ ବେଶରେ ସୁସଜିତ କରାଯିବା ସହିତ ମା ଙ୍କ ପୀଠରେ ପ୍ରତିଦିନ ଷୋଡଶ ଉପଚାର ପୂଜାଵ ଓ ଚଣ୍ଡୀ ପାଠ ଆଦି ଆୟୋଜିତ ହେଉଛି ।

Show More

Related Articles

Back to top button