Breaking PLUSଓଡ଼ିଶାମୁଖ୍ୟ ଖବର
ଅରଡ଼ ବଜାରରୁ ୨ କେଜି ବ୍ରାଉନ୍ ସୁଗାର ଜବତ

ବାଲେଶ୍ବର: ଅରଡ଼ ବଜାରରୁ ୨ କେଜି ବ୍ରାଉନ୍ ସୁଗାର ଜବତ । ଅବକାରୀ ଟିମ୍କୁ ବଡ଼ ସଫଳତା ମିଳିଛି । ଜଣେ ବ୍ୟକ୍ତି ଗିରଫ ହୋଇଛି । ଜବତ ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ସୂଚନା ମିଳିଛି ।