Breaking PLUSଓଡ଼ିଶାମୁଖ୍ୟ ଖବର
କେନ୍ଦ୍ରୀୟ ଡେପୁଟେସନରେ ଯିବେ IPS ଡି.ଏସ୍ କୁଟ୍ଟେ
![](https://www.utkalprahari.com/wp-content/uploads/2024/12/ips.png)
ଭୁବନେଶ୍ୱର- କେନ୍ଦ୍ରୀୟ ଡେପୁଟେସନରେ ଯିବେ IPS ଡି.ଏସ୍ କୁଟ୍ଟେ । ବିଏସ୍ଏଫ୍ ଆଇଜି ଭାବେ ଡେପୁଟେସନରେ ଯିବେ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟ ସଚିବଙ୍କୁ ଚିଠି । ଏବେ ଗୃହ ବିଭାଗର ଓଏସ୍ଡି ଅଛନ୍ତି ଡି.ଏସ୍ କୁଟ୍ଟେ ।