Breaking PLUSଦେଶମୁଖ୍ୟ ଖବର

ବିଶ୍ୱ ବଜାରରୁ କରୋନା ଟିକା ପ୍ରତ୍ୟାହୃତ କରିବା ନେଇ ଘୋଷଣା କଲା ଆଷ୍ଟ୍ରାଜେନେକା

ଭୁବନେଶ୍ୱର- ଫାର୍ମା କମ୍ପାନୀ ଆଷ୍ଟ୍ରାଜେନେକା ବିଶ୍ୱ ବଜାରରୁ ଏହାର କୋଭିଡ-୧୯ ଟିକାର ବିକ୍ରି ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛି। ଏଥିରେ ଭାରତରେ ପ୍ରସ୍ତୁତ କୋଭିସିଲ୍ଡ ଟିକା ସାମିଲ ଅଛି। କିଛି ଦିନ ପୂର୍ବେ ଏହି ଫାର୍ମା କମ୍ପାନୀ କୋର୍ଟରେ ଟିକାର ପାର୍ଶ୍ୱପ୍ରତିକ୍ରିୟା ଥିବା ସ୍ବୀକାର କରିଥିଲା। ତେବେ ଆଷ୍ଟ୍ରାଜେନେକା ଟିକାକୁ ଭାରତରେ କୋଭିସିଲ୍ଡ ନାମରେ ବ୍ୟବହାର କରାଯାଇଥିଲା।

Show More

Related Articles

Back to top button