Breaking PLUSଓଡ଼ିଶାମୁଖ୍ୟ ଖବର

ବିଜେପିରେ ସାମିଲ ହେଲେ ପ୍ରବୋଧ ତିର୍କୀ

ଭୁବନେଶ୍ୱର- ବିଜେପିରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି। ଏହି ସମୟରେ ରାଜ୍ୟ ଭାଜପାର ବରିଷ୍ଠ ନେତାମାନଙ୍କ ଉପସ୍ଥିତ ଥିଲେ। ପ୍ରବୋଧଙ୍କୁ କଂଗ୍ରେସ ତଳସରା ଟିକେଟ୍‌ ଦେଇ ଫେରାଇ ନେଇଥିଲା।

Show More

Related Articles

Back to top button