Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ୱର : ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ମଙ୍ଗଳବାର ଘୋଷଣା କରାଯାଇଛି। ରାଉରକେଲାରୁ ଦିଲୀପ ରାୟ, ପାଟଣାରୁ ଅଖିଳ ଚନ୍ଦ୍ର ନାୟକ, ସାରସକଣାରୁ ଭାଦବ ହାଁସଦ,
ରାଇରଙ୍ଗପୁରରୁ ଜୋଲେନ ବରଦା, ବାଙ୍ଗିରିପୋଷିରୁ ସଂଜଲୀ ମୁର୍ମୁ, କରଞ୍ଜିଆରୁ ପଦ୍ମଚରଣ ହାଇବୃ, ଝରିଗାଁରୁ ନରସିଂହ ଭତରା, ଡାବୁଗାଁରୁ ସୋମନାଥ ପୂଜାରୀ, ରାଜନଗରରୁ ଲଳିତ ବେହେରା, ବାଲିକୁଦାରୁ ଏରସମା ସତ୍ୟସାରଥି ମହାନ୍ତି, ଜଗତସିଂହପୁରରୁ ଅମରେନ୍ଦ୍ର ଦାଶ, କାକଟପୁରରୁ ବାଇଧର ମଲ୍ଲିକ, ରଣପୁରରୁ ସୁରମା ପାଢୀ, ସାନଖେମୁଣ୍ଡି – ଉତ୍ତମ ପାଣିଗ୍ରାହୀ, ମୋହନା – ପ୍ରଶାନ୍ତ ମଲ୍ଲିକ, ବିଷମକଟକ – ଜଗନ୍ନାଥ ନୁଣ୍ଡୁକା,ରାୟଗଡା – ବସନ୍ତ ଉଲାକା, ଲକ୍ଷ୍ମୀପୁର – କୈଳାସ କୁଲେସିକା, କୋଟପାଡ – ରୁପୁ ଭତ୍ରା, ପଟାଙ୍ଗୀ – ଚୈତନ୍ୟ ନନ୍ଦିବାଲି, ଚିତ୍ରକୋଣ୍ଡା – ଡମ୍ବରୁ ଶିଶାଙ୍କୁ ପ୍ରାର୍ଥୀ କରିଛି ବିଜେପି ।

Show More

Related Articles

Back to top button