Breaking PLUSଓଡ଼ିଶାମୁଖ୍ୟ ଖବର

ଭିଡିଓ କଲ୍ କରି ଲୋକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭଏସ କଲ ପରେ ଏବେ ଭିଡ଼ିଓ କଲରେ ଲୋକଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀ ଅଂଚଳର ସ୍ୱର୍ଣ୍ଣଲତା ବିଶୋୟୀ, ସମ୍ବଲପୁରର ଆରତି ନାୟକ ଓ ଖୋର୍ଦ୍ଧା ଅଂଚଳର ପ୍ରକାଶ ହାତୀଙ୍କ ସହ ଭିଡ଼ିଓ କଲରେ କଥା ହୋଇଛନ୍ତି ନବୀନ। ସ୍ଥାନୀୟ ଅଂଚଳରେ ବିକାଶମୂଳକ କାମ ଠିକ୍‌‌ ଠାକ୍‌‌ ଚାଲିଛିି କି ନାହିଁ ପଚାରି ବୁଝିଛନ୍ତି। ୫ଟି ସ୍କୁଲ କାମ ଅଗ୍ରଗତି, ମନ୍ଦିର ଉନ୍ନତିକରଣ କାମ କିଭଳି ଚାଲିଛି ସେ ନେଇ ମୁଖ୍ୟମନ୍ତ୍ରୀ ପଚାରି ବୁଝିଛନ୍ତି।

Show More

Related Articles

Back to top button