Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
ଓଡ଼ିଶାରେ 8ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

କଂଗ୍ରେସ କମିଟି ପକ୍ଷରୁ ଆଜି ଲୋକସଭା ନିର୍ବାଚନ ନିମନ୍ତେ ଓଡିଶାର ୨୧ଟି ଲୋକସଭା ଆସନ ମଧ୍ୟରୁ ୮ଟି ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ଏଆଇସିସି ଦ୍ୱାରା ଜାରି କରାଯାଇଥିବା ପ୍ରାର୍ଥୀ ତାଲିକା –୧. ବରଗଡ଼ – ସଂଜୟ ଭୋଇ
୨. ସୁନ୍ଦରଗଡ଼ – ଜନାର୍ଦ୍ଦନ ଦେହୁରୀ
୩. ବଲାଙ୍ଗିର – ମନୋଜ ମିଶ୍ର
୪. କଳାହାଣ୍ଡି – ଦ୍ରୌପଦୀ ମାଝୀ
୫. ନବରଙ୍ଗପୁର – ଭୁଜବଳ ମାଝୀ
୬. କନ୍ଧମାଳ – ଅମିର ଚାନ୍ଦ ନାୟକ
୭. ବ୍ରହ୍ମପୁର – ରଶ୍ମିରଂଜନ ପଟ୍ଟନାୟକ
୮. କୋରାପୁଟ – ସପ୍ତଗିରି ଉଲାକା